ତମ ହାତ ଧରି ତମ ଗାଁ ବୁଲେ ଅଧା ଛାଇ ଅଧା ନିଦେ ,
ଚିହ୍ନା ଲୋକ ଦେଖି ହାତ ଛାଡ଼ ଯେବେ ,
ନିଦ ଭାଙ୍ଗେ ସବୁ ବୁଝେ ।।
ମୁଁ ମୋ ସୀମାରେ ଅଛି ଟପି ଯାଇନାହିଁ ପାଦେ ।।।
Tama haata dhari tama gaan bule
Adhaa chhaai adhaa nide,
Chinhaa loka dekhi haata chhaada jebe,
Nida bhaange sabu bujhe.
Mu mo simaare achhi tapi jaainaahi paade.
Comments
Post a Comment