ଶୁଭ ସକାଳ । Posted by Dillip kumar behera on January 22, 2018 Get link Facebook X Pinterest Email Other Apps ଆଜିର ଏ ସକାଳ କେତେ ଯେ ଶୀତଳ କେତେ ଯେ ପବିତ୍ର କେତେ ଯେ ନିର୍ମଳ । ଏଇ ସକାଳ ପରି ନିର୍ମଳ ରହୁ ତୁମରି ମନ , ହସ ଖୁସିରେ କଟୁ ତୁମର ପ୍ରତ୍ୟେକ ଦିନ , ଚଲାପଥେ ତୁମ ଫୁଟିଯାଉ ଫୁଲ , ସେ ଫୁଲର ମହକେ ମହକୁ ତୁମ ଜୀବନ । Comments Unknown19 March 2019 at 17:52romiosing84@gmail.comReplyDeleteRepliesReplyAdd commentLoad more... Post a Comment
romiosing84@gmail.com
ReplyDelete