ଭଲ ପାଇଥିଲି ଭରସା ରଖି ମୁଁ Posted by Dillip kumar behera on November 21, 2017 Get link Facebook X Pinterest Email Other Apps ଭଲ ପାଇଥିଲି ଭରସା ରଖି ମୁଁ ମୋ ମନକୁ ଦେଇ ତତେ , ଜାଣିନଥିଲି ତୁ ଭସେଇ ଦବୁ ଦିନେ ଭସା ବାଦଲରେ ମତେ ।। ମାଗିଥିଲି ଟିକେ ବିଶ୍ୱାସ ତତେ ମୁ ମୋ ପ୍ରେମକୁ ଦେଇ ତତେ , ହେଲେ ଜାଣିନଥିଲି ଭରିଦବୁ ବୋଲି ମୋ ଜୀବନେ ବିଷ ଏତେ ।। Comments
Comments
Post a Comment