Privacy Policy

ଏହି Privacy Policy ସେହି ଲୋକମାନଙ୍କ ପାଇଁ ଯେଉଁମାନେ ନିଜ Privacy କୁ ନେଇ ଚିନ୍ତିତ ଅଛନ୍ତି । Privacy Policy କୁ ଧ୍ୟାନର ସହିତ ପଢନ୍ତୁ ଯାହାଦ୍ୱାରା ଆପଣ ଜାଣିପାରିବେ ଆମେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଆପଣଙ୍କ ପାଖରୁ କିପରି Collect କରୁ ଏବଂ ଏହାକୁ କିଭଳି ଭାବରେ ବ୍ୟବହାର କରୁ ।
    
             Crazy Odisha ରେ ଆପଣଙ୍କୁ ସ୍ୱାଗତ। ଏ ୱେବସାଇଟ ସହିତ ଆପଣଙ୍କର ସମ୍ପର୍କ ଅର୍ଥାତ ଆପଣଙ୍କ ସହିତ ମୋର ସମ୍ପର୍କ । ଏ ୱେବସାଇଟ ରେ ଥିବା ସାମଗ୍ରୀ କେବଳ ଆପଣଙ୍କ ଜ୍ଞାନ, ସୂଚନା ଓ ମନୋରଞ୍ଜନ ପାଇଁ ଅଟେ । ଏଠାରେ କିଛି ବି ପୋଷ୍ଟ କରିବା ପୂର୍ବରୁ ସମ୍ପୂର୍ଣ ରୂପେ ଯାଞ୍ଚ କରାଯାଇଥାଏ । ଏହାପରେ ବି ଯଦି ଆପଣଙ୍କୁ କିଛି error ମିଳୁଛି ତେବେ ଆପଣ ଆମ ସହିତ Contact କରନ୍ତୁ । ଆମେ ଏହାକୁ ଠିକ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ । ସମୟେ ସମୟେ ଆମେ ଏ ୱେବସାଇଟ ରେ ଅନ୍ୟ ସାଇଟ ର Link ଦେଇଥାଉ । ଯାହାଦ୍ୱାରା ଆପଣଙ୍କୁ ଆଗକୁ ବୁଝିବାକୁ ସୁବିଧା ହେବ । ଆପଣ ଭାବନ୍ତୁନି ଆମେ ଆପଣଙ୍କ Privacy କଥା ଭୁଲି ଯାଇଛୁ । ପ୍ରତ୍ୟକ୍ଷ ଭାବରେ ଆମେ କୌଣସି ୱେବସାଇଟ Visitor ଙ୍କ ପାଖରୁ ତାଙ୍କର କୌଣସି ବ୍ୟକ୍ତିଗତ ତଥ୍ୟ ନେଇନଥାଉ । ଯଦି କୌଣସି କାରଣ ବଶତଃ ଏକ Visitor ଆମ ସହିତ Contact କରଥାଏ, ସେତେବେଳେ ତାଙ୍କର ବ୍ୟକ୍ତିଗତ ତଥ୍ୟ Contact Form ରେ ଭରିବାକୁ ପଡିଥାଏ । ତେବେ ଏହି Contact Form ଆମେ କେବଳ ଆମର ସେବା କୁ ଆହୁରି ଭଲ କରିବା ପାଇଁ ଏବଂ Visitor ଙ୍କ Feed Back ନେବା  ପାଇଁ ବ୍ୟବହାର କରିଥାଉ ।

Comments