About Us

Website ବିଷୟରେ
            ମୁଁ ଦିଲ୍ଲୀପ କୁମାର ବେହେରା "Crazy Odisha" କୁ ଆପଣଙ୍କୁ ସ୍ୱାଗତ କରୁଛି। ଏହା ଏକ ସମ୍ପୂର୍ଣ ଓଡିଆ ବ୍ଲଗ । ଏଠାରେ ଆମ ଓଡ଼ିଶାର କଳା, ସଂସ୍କୃତି, ପର୍ବ ପର୍ବାଣୀ ଏବଂ ଓଡ଼ିଆ Movie ବିଷୟରେ ବହୁତ କିଛି ଜାଣିବାକୁ ପାଇବେ । ଏହା ସହିତ ଆମ ଓଡ଼ିଶା ର ପର୍ଯ୍ୟଟନ ସ୍ଥଳୀ ବିଷୟରେ ପଢିବାକୁ ମିଳିବ । ଏହାପରେ ବି ଆପଣ ଟେକ୍ନୋଲୋଜି ଏବଂ ବିଜ୍ଞାନ ବିଷୟରେ ବହୁତ ଜ୍ଞାନ ପାଇପାରିବେ । ଏହାପରେ ବି ଯଦି ଆପଣ ଅନ୍ୟ କୌଣସି ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ ଆମକୁ Contact କରନ୍ତୁ, ଆମେ ଆପଣଙ୍କ ପସନ୍ଦର ପୋଷ୍ଟ ଲେଖିବା ପାଇଁ ପ୍ରୟାସ କରିବୁ ।

ମୋ ବିଷୟରେ
                ମୁଁ "ଦିଲ୍ଲୀପ କୁମାର ବେହେରା" ଆପଣଙ୍କ ଭଳି ଏକ ସାଧାରଣ ମଣିଷ ଟିଏ । କିଛିିିଦିନ ତଳେ ମୁଁ ଗୋଟେ Facebook Page ତିଆରି କରିଥିଲି । ଯାହାକୁ ଆପଣ ମାନେ ବହୁତ ପସନ୍ଦ କରିଛିନ୍ତି । ତେବେ ଜିଓ ଆସିଲା ପରେ ମୁଁ Web Designing ବିଷୟରେ ଜାଣିବାକୁ ପାଇଥିଲି । ମୋର ଗୋଟିଏ ଛୋଟ ଇଚ୍ଛା ଥିଲା କି ମୁଁ ଗୋଟେ Complete ଓଡ଼ିଆ ବ୍ଲଗ ବନେଇବି । ମୋର ବିଶ୍ୱାସ ଆପଣ ମାନେ Facebook ରେ ମତେ ଯୋଉଭଳି ଭଲପାଇବା ଦେଇଛନ୍ତି ଏ ୱେବସାଇଟ କୁ ସେହିଭଳି ସଫଳ କରିବେ । ମୋର ଆପଣମାନଙ୍କ ପାଖରେ ଗୋଟିଏ ଅନୁରୋଧ ଯଦି ଆପଣଙ୍କର କିଛି ବି ପ୍ରଶ୍ନ ଅଛି ଅଥବା ଆପଣ କିଛି ଜାଣିବାକୁ ବା ଶିଖିବାକୁ ଚାହୁଁଛନ୍ତି ତେବେ ଆପଣ ମୋ ସହିତ ସମ୍ପର୍କ କରନ୍ତୁ । ମୁଁ ଚେଷ୍ଟା କରିବି ଆପଣଙ୍କ ପସନ୍ଦର ପୋଷ୍ଟ ଲେଖିବା ପାଇଁ ।

Comments