ପ୍ରେମ ଏକ ଦାନ ଈଶ୍ୱରଙ୍କର
ପ୍ରେମ ଏକ ନିବିଡ଼ ବନ୍ଧନ ଆମର ,
ପ୍ରେମ ବିନା ଯିବନର ମୂଲ୍ୟ କିଛି ନାହିଁ
କିନ୍ତୁ ଯଦି ମିଳିଯାଏ ସେ ପ୍ରେମ
ଏ ଜୀବନ ସ୍ୱର୍ଗ ଠୁ ସୁନ୍ଦର ।
Prema eka daana iswarankara
Prema eka nibida bandhana aamara,
Prema bina jibanare mulya kichi naai
Kintu jadi mili jaaye se prema
E jibana swrga thu sundara.
Prem ma jibana .prem Bina duniare banchi huani
ReplyDelete