ଗୋଲାପ ଭିତରେ ଦଉଚି ମୋ ମନ ରଖିବୁ କରି ଜତନ ,
ପ୍ରତି ପାଖୁଡ଼ାରେ ଭରିଅଛି ପ୍ରେମ କେବଳ ତୋ ପାଇଁ ଧନ ।
କଣ୍ଟାର ଆଘାତ ସହି ମୁଁ ତୋଳିଚି ଓଠେ ନେଇ ତୁମ ନାମ ,
ଛାତିର ରକତେ ଭିଜେଇଚି ତାକୁ ପାଇବାକୁ ତୁମ ପ୍ରେମ ।।
Golaapa bhitare dauchi mo mana
Rakhibu kari jatana,
Pratiti paakhudaare bhari acchi prema
Kebala to paain dhana
Kantaara aaghaata sahi mu tolichi
Othe neyi tora naama,
Chhaatira rakate bhijechi taku
Paaibaaku tuma prema.

Comments
Post a Comment