ଆସାରାଣୀ ମୋର ସ୍ନେହ ନବ Posted by Dillip kumar behera on November 24, 2017 Get link Facebook X Pinterest Email Other Apps ଆସାରାଣୀ ମୋର ସ୍ନେହ ନବ , ଆସିବା ପରେ ଲେଖୁଛି ଏ ଚିଠି ଆଶାକରେ ପାଇ ଖୁସିହବ ।। ତମ ବିନା ଲାଗୁନି ମନ ଖାଁ ଖାଁ କଟୁଚି ଦିନ , ବାଉଳା କରେ ଏ ସହରୀ ରାତି କେମିତି କଟିବ ଫଗୁଣ ।। ଅଳପ ଲେଖୁଚି ବେସି ବୁଝିବ , କାଳେ ଆଉ କିଏ ଚିଠି ପଢିଦବ ।। ମୁ ଏଠି ଯେମିତି ଅଛି , ଆଶାକରେ ତୁମେ ସେମିତି ଥିବ ।। Comments
Comments
Post a Comment