ମୁଁ ଜହ୍ନ ରାତିଠୁ ବେସି ଅନ୍ଧାରକୁ ଭଲପାଏ Posted by Anonymous on November 09, 2017 Get link Facebook X Pinterest Email Other Apps ମୁଁ ଜହ୍ନ ରାତିଠୁ ବେସି ଅନ୍ଧାରକୁ ଭଲ ପାଏ, କାଳେ କିଏ ଦେଖିଦେବ ବୋଲି ପ୍ରୟା ଅନ୍ଧାରରେ ଭେଟ ହୁଏ। ପ୍ରିୟା ଥିଲେ ପାଖେ ଅନ୍ଧାର ବି ହେଇଯାଏ ଲକ୍ଷେ ଜଂହରାତି, ଜାଣେନା ଆସିବ କେବେ ସେ ଦିନ, ଜହ୍ନ ସାଥେ ପ୍ରିୟା ସହ ମିଳିବ ସ୍ୱୀକୃତି।। ସେଦିନ କହିବି ଡର କାହାକୁ ତମେ ମୋ ପାଖରେ ଥିବାଯାଏ।।। Comments
Comments
Post a Comment