ଛାତିରେ ଛାତିଏ ଜାଗା ପଡିଚି ଖାଲି,
କେହିବି ଆସିନୀ ଜଣେ ରହିବ ବୋଲି।
ଅମଡ଼ା ଅଛି ମୋ ହୃଦୟ ର ବାଟ
ଆଜିଯାଏ କେହି ଥରେ ଆସିନୀ ବୁଲି।।
ବାଲି ଘର ତୋଳି ଚାହିଁଚି ଆସିବ ସାଧବ ବୋହୁ,
ହେଲେ ସେ ଘରକୁ ନୀତି ଜଣେ ଆସେ ନାଁ ତାର ଢେଉ।।
ଆଜି ଯାଏ ତାର ମିସିନି ନଜର,
ଚାଲୁ ଚାଲୁ କେବେ ଚାହିନି ବୁଲି,
ଆଜିଯାଏ କେହି ଥରେ ଆସିନି ବୁଲି।।।
Comments
Post a Comment