ପ୍ରିୟା ତୁମେ ଗୁମସୁମ ରାତିରେ Posted by Anonymous on November 11, 2017 Get link Facebook X Pinterest Email Other Apps ପ୍ରିୟା ତୁମେ ଗୁମସୁମ ରାତିରେ, ନିଦ ଭାଁଙ୍ଗିଦିଅ ମୋର ପାଉଞ୍ଜିର ଶବ୍ଦରେ। ରାତି ସାଜେ ପ୍ରେମିକା ତମେ ନଥିଲେ ମୋ ପାଖେ, ସ୍ବପ୍ନ ଲାଗେ ଫିକା ଫିକା ତମ ବିନା ଯେବେ ସ୍ବପ୍ନ ଦେଖେ।। Comments
Comments
Post a Comment