ଛାଡ଼ଖାଇ Posted by Anonymous on November 04, 2017 Get link Facebook X Pinterest Email Other Apps ଆ କା ମା ଵୈ, ନିରାମିଷ ଖାଇ ଖାଇ, ଲାଗୁଚି ମୁଁ ଛେଳି ଗାଈ, କେବେ ହେବ ଛାଡଖାଇ ଲାଳ ଯାଏ ବୋହି ଆଖିରେ ନାଚଇ, ଚିକେନ୍ ମଟନ ରୋହି। ଚିଙ୍ଗୁଡ଼ି କଙ୍କଡା ଫ୍ରାଇ।। Comments
Comments
Post a Comment