ଛାତିର ସୀମାକୁ ଟପି
ତୁମର ସେ ଦୁଇ ଆଖି
ହୃଦୟର ଚିଠି ମୋର ପଢ଼ିନେଲା ,
ପ୍ରେମ ହେଇଗଲା ।।
ମୁଁ ଭାବୁଥିଲି ଯୋଉକଥା
ତୁମ ମନେ ଥିଲା ସେଇ କଥା
କଥା ମିଶିଗଲା.... ମିଶିଗଲା ,
ପ୍ରେମ ହେଇଗଲା ।।
Chhaatira simaa ku tapi
Tumara se dui aakhi
Hrudayara chithi mora padhinelaa ,
Prema heigalaa.
Mu bhaabu thili joukathaa
Tuma mane thilaa sei kathaa
Kathaa misigalaa..... misigalaa ,,
Prema heigalaa.

Comments
Post a Comment