ହୃଦୟକୁ ଅଛି ଆସିବାର ବାଟ ଫେରିବାର ବାଟ ନାହିଁ ,
ସେଥିପାଇଁ ଆସି ଥରେ ଯିଏ ଏଠୁ ଫେରେ
ଫେର ହୃଦୟକୁ ଭାଙ୍ଗି ଦେଇ ।।
ମୁଁ ଯେବେ ମରିବି ମରିବାକୁ ଚାହେଁ ହୃଦୟର ଆଘାତରେ ,
ଲୋକେ ତ କହିବେ ହୃଦୟ ଗୋଟିଏ ଥିଲା ବୋଲି ମୋ ପାଖରେ ,,
ମୋ ହୃଦୟରେ ତତେ ଲୁଚେଇ ରଖିଚି ଆଉ ଖୋଜି ପାଇବେନି କେହି
ତୋ ହୃଦୟ କୁ ଥରେ ପଚାରି କହ ତୁ ମତେ ଭଲ ପାଉଛୁ କି ନାହିଁ ।।
Hrudaku achi aasibaara baata
Pheribaara baata nahi,
Sethi paain aasi thare
Jie ethu phere phere hrudayaku bhaangidei.
Mu jebe maribi maribaaku chaahne
Hrudaya ra aaghaatare,,
Loketa kahibe hrudaya gotie
Thilaa boli mo paakhare
Mo hrudayare tate luchei rakhichi
Aau khoji paaibeni kehi
To hrudaya ku thare pachaariki kaha
Mate bhala paauchu ki naahi.

Comments
Post a Comment