ହାରିବାର ଅନୁଭୂତି Posted by Dillip kumar behera on November 22, 2017 Get link Facebook X Pinterest Email Other Apps ହାରିବାର ଅନୁଭୂତି ସିଏ ଜାଣିଚି , ଯିଏ ଜିତିବାର ସ୍ବପ୍ନ ଦେଖି ହାରିଯାଇଛି ।। ସ୍ବପ୍ନ ବୋଲି ଶବ୍ଦ ପଦେ , ସକାଳ କୁ କେତେ ବାଧେ , ପଚାର ପଚାର ତାକୁ ଯିଏ ସାରା ରାତି ବସି ସ୍ବପ୍ନ ଦେଖିଚି ।। Comments
Comments
Post a Comment