ନବ ବର୍ଷର ଅଭିନନ୍ଦନ Posted by Dillip kumar behera on November 20, 2017 Get link Facebook X Pinterest Email Other Apps କୁଆଁର ପୁନେଇ ହୋଲି , ରଜ କିବା ଦୀପାବଳି ।। ମୁଁ ଆସିବାକୁ ଲେଖିନଥିଲି , ରାଣ ଦେଇ କହିଥିଲି ।। ଯିବ ନାହିଁ ମତେ ଭୁଲି , ଏଇ ନୂଆ ବରସକୁ ଥରେ ଆମ ଗାଁ କୁ ଆସିବ ବୁଲି ।। ନବ ବରଷ ର ଅଭିନନ୍ଦନ ଏବେଠାରୁ ଜଣାଇଲି ।।। Comments
Comments
Post a Comment