କାର୍ତିକ ପୂର୍ଣ୍ଣିମା Posted by Anonymous on November 02, 2017 Get link Facebook X Pinterest Email Other Apps ବରସକ ପରେ ଆସିଚି ପୁଣି ଏଇ କାର୍ତିକ ପୂର୍ଣ୍ଣିମା, ପବିତ୍ର ଏ ଦିନ ପବିତ୍ର ଏ ମାସ ପବିତ୍ର ପୁଣି ଏ ଚନ୍ଦ୍ରମା। ଆଜିର ଏ ଦିନ ସବୁଦିନ ହେଉ, ଆଜିର ଏ ଖୁସି ସବୁଦିନେ ଥାଉ, ଏତିକି ଗୁହାରି ତୁମରି ପାଖରେ ଆହେ ମୋ କାଳିଆ ସୁନା।। Comments
Comments
Post a Comment