ଅଭମାନ ଆଜି ହୃଦୟ ତମେ ନାହଁ ବୋଲି


ଅଭମାନ ଆଜି ହୃଦୟ ତମେ ନାହଁ ବୋଲି,

ତୁମ ବିନା ଜୀବନଟା ଲାଗେ ଖାଲି ଖାଲି ।।

ତୁମକୁ ପାଇବା ପାଇଁ ବହୁ ଦୁରକୁ ମୁଁ ଗଲି,

ଆଶା ନଥିଲା ପଚାରିବ ତୁମେ କିଏ ବୋଲି ।।

Comments