ପ୍ରେମକୁ ମାଗିଲି କବିତା ଧାଡିଏ Posted by Dillip kumar behera on November 18, 2017 Get link Facebook X Pinterest Email Other Apps ପ୍ରେମକୁ ମାଗିଲି କବିତା ଧାଡିଏ ପ୍ରେମ ଦେଇଗଲା ପହିଲି ଧୋକା, ଫଗୁଣକୁ ଯେବେ ଉତ୍ତର ମାଗିଲି ଧୋକା ହେଇଗଲା କବିତା ଲେଖା । ଭଲ ପାଇବାଟା ଖାଲି ପ୍ରେମ ନୁହେଁ ଧୋକା ରେ ବି ଥାଏ ପ୍ରେମର ନିଶା ।। ଦେହର ଭାଷା ରେ ପ୍ରେମ ବି ନ ଥାଏ ପ୍ରେମ କହେ ଖାଲି ମନର ଭାଷା ।। Comments
Comments
Post a Comment