ଏ ବରଷା ଜମାରୁ ଜାଆନ ମୋ ପ୍ରିୟା ସହର Posted by Dillip kumar behera on November 17, 2017 Get link Facebook X Pinterest Email Other Apps ଏ ବରଷା ଜମାରୁ ଜାଆନା ମୋ ପ୍ରିୟା ସହର, ପ୍ରିୟାକୁ ହେଇଚି ଏବେ ସର୍ଦ୍ଦି ଜ୍ୱର ।। ସୁକୁମାରି ପ୍ରିୟା ମୋର ଜମା ବୁଝିବନୀ, ବର୍ଷା ପାଣି ଦେଖିଲେ ସେ ଘରେ ରହିବନି ।। ଏକା ସେ ଭିଜିବନି ପୁଣି ମତେ ସେ ଡାକିବ, ମୁଁ ଥରେ ଭିଜିଲେ ଏଇ ସାରା ସହର ମୋ ଦୁଷ୍ଟାମୀ ଦେଖିବ ।। Comments
Comments
Post a Comment