ଆଖିରେ ଆଖିଏ ନିଦ ଭରି ଯାଏ। Posted by Dillip kumar behera on November 14, 2017 Get link Facebook X Pinterest Email Other Apps ଆଖିରେ ଆଖିଏ ନିଦ ଭରି ଯାଏ ଆମ ପାଇଁ ରାତି ଜାଗୁଥିଲା, ସିଏ ଆଜି ଥରେ କାସିଦେଲା ବୋଲି ମନରେ ବିରକ୍ତି ଭାବ ଆସିଗଲା। ଇଏ କେମିତି ଦୁନିଆ ହେଲାଣି, ଅତୀତକୁ ସବୁ ପାସୋରି ଗଲେଣି।। ଭବିଷ୍ୟତ ଆଜି କାଲି ଅନ୍ଧାରରେ , ଏ କଥା ସମସ୍ତେ ଭୁଲି ଗଲେଣି।।। Comments
Comments
Post a Comment