ମୋ ଜୀବନେ ଆସି, ମୋ ମନକୁ ଭାଙ୍ଗି Posted by Dillip kumar behera on November 13, 2017 Get link Facebook X Pinterest Email Other Apps ମୋ ଜୀବନେ ଆସି, ମୋ ମନକୁ ଭାଙ୍ଗି କେଉଁ ଜାଗାରେ ମହଲ ଟିଏ ଗଢ଼ିବ, ନା ଆଉ କାହା ସଙ୍ଗେ ରଙ୍ଗ ଖେଳ ଖେଳି ଫୁର କିନା ଉଡିଯିବ। ଡରାଏ ତ ଆଜି ତୁମକୁ ତୁମରି ବିବେକ, ତୁମ ଅଭିନୟ କେବେ କାଳେ କାହା ପାଖେ ଧରା ପଡିଯିବ।। Comments
Comments
Post a Comment