ରହିବାକୁ ଚାହୁଁଚି ମୁଁ ତୁମରି ସାଥିରେ Posted by Anonymous on November 11, 2017 Get link Facebook X Pinterest Email Other Apps ରହିବାକୁ ଚାହୁଁଚି ମୁଁ ତୁମରି ସାଥିରେ, ଯଦି କେବେ ମରିଯାଏ ମରିବାକୁ ଚାହିଁବି ମୁଁ ତୁମରି କୋଳରେ। ଜାଣି ପାରିଲିନି ଆଜିଯାଏ କଣ ଅଛି ତୁମରି ମନରେ, ଅପେକ୍ଷା କରିଚି କେବେ ତୁମେ କହିବ କେବଳ ମୋରି ପାଇଁ ଜନମ ନିଅ ତୁମେ ସବୁ ଜନମରେ।। Comments
Comments
Post a Comment