ଅସରନ୍ତି ଦୁଃଖ ର ପଥିକ ମୁଁ Posted by Anonymous on November 01, 2017 Get link Facebook X Pinterest Email Other Apps ଅସରନ୍ତି ଦୁଃଖର ପଥିକ ମୁଁ ରାସ୍ତା ମୋର ଲୁହଝରା, ଦିଗହରା ନୌକାର ନାବିକ ମୁଁ ନୟନ ମୋ ଅଶ୍ରୁଭରା। ପାଦତଳ କରେ ଅନୁଭବ ଉତ୍ତପ୍ତ ବାଲୁକାର ଅତ୍ୟାଚାର, ଓଠ ମାପେ ଅଶ୍ରୁର ଉଷ୍ଣତା ମେଣ୍ଟିଯାଏ ଶୋଷ ମୋର।। Comments
Comments
Post a Comment