ଆଖିକୁ ବୁଝେଇ ଥିଲି A Romantic Odia Shayari Posted by Anonymous on October 27, 2017 Get link Facebook X Pinterest Email Other Apps ଆଖିକୁ ବୁଝେଇ ଥିଲି ତୋ ବାଟ ଆଉ ଚାହିଁବନୀ ବୋଲି, ମନକୁ ମନେଇଥିଲି ତୋ ପାଇଁ ଆଉ ଝୁରିବନୀ ବୋଲି। ଏ ଆଖି, ଏ ମନ, ଏ ଦେହ, ଏ ପ୍ରାଣ ବୋଧେ ତୋହରି ସାଥି, ସେମାନେ ମୋ କଥା ଆଉ ମାନୁନାହାନ୍ତି।। Comments
Comments
Post a Comment