କାଳୀ ନୁହେଁ ନିଜ ରକତେ ଲେଖିଛି ମନର କବିତା ମୋର Posted by Anonymous on October 30, 2017 Get link Facebook X Pinterest Email Other Apps କାଳୀ ନୁହେଁ ନିଜ ରକତେ ଲେଖିଛି ମନର କବିତା ମୋର, ତୁମ ବିରହରେ ସତରେ ସଯନୀ ଜୀବନ ହାହାକାର। ତୁମ ପ୍ରେମ ଅଥଳ ସାଗର, ଡୁବି ଯିବି ପ୍ରିୟା ନ ଧରିଲେ ହାତ ମୋର। ମୋ ରାଣ ମତେ ଉଦ୍ଧାର କର।। Comments
Comments
Post a Comment