ହେ ଲାଲ ଗୋଲାପ Posted by Anonymous on October 31, 2017 Get link Facebook X Pinterest Email Other Apps ହେ ଲାଲ ଗୋଲାପ, ତମ ନାଲି ଶାଢ଼ୀ ନାଲି ଚୁଡି ନାଲି ଅଳତାକୁ ଲାଗୁଚି କିଛି ଅଭାବ। ସୁନ୍ଦରୀ ସୁନ୍ଦରୀ ଲାଗିବ ଆହୁରି, ଯଦି ସିନ୍ଦୁର ଟୋପେ ନାଇବ।। Comments
Comments
Post a Comment