ତୁମ ସଙ୍ଗେ ପ୍ରିତି ।

           

                 ତୁମ ସଂଗେ ପ୍ରୀତି, ମାନ ଅଭିମାନ ,

                ଆଉ ପୁଣି ଯେତେ ମିଠା ମିଠା ଚିହ୍ନ ,

       ସାଇତି ରଖିଛି ସାଇତି ରଖିବି ଥିବା ଯାଏଁ ଏ ଜୀବନ।

                ଥାଅ କି ନଥାଅ ଜୀବନେ ମୋ ତୁମେ

          ମୋ ହୃଦୟେ ଥିବ ତୁମ ପ୍ରତି ପ୍ରୀତି ଆଉ ପ୍ରେମ ।।

Comments