ଆଲୋକର ପର୍ବ ଏଇ ଦୀପାବଳି ବହୁ ଦିନ ପରେ ଆସିଚି

ଆଲୋକର ପର୍ବ ଏଇ ଦୀପାବଳି ବହୁ ଦିନ ପରେ ଆସିଚି

    ଆଲୋକର ପର୍ବ ଏଇ ଦୀପାବଳି ବହୁ ଦିନ ପରେ ଆସିଚି,

                   ସଭିଙ୍କ ମୁହଁରେ ଖୁସିର ଲହରୀ

                   ଦିଶୁଚି ହାଂ ଭାଇ ଦିଶୁଚି ଦିଶୁଚି।

   ମନେ ପଡେ ଆଜି ସେଇ ପିଲାଦିନ ଆଉ ବଦବଡୁଆ କଥା,

       ଘରେ ହେଇଥାଏ ମଣ୍ଡା ଆଉ ଆରିସା କାକରା ପିଠା।

      ଏଇ ଦୀପାବଳି ସଭିଙ୍କ ମନରେ ସ୍ନେହ ପ୍ରେମ ଭରିଦଉ,

     ସଭୀଙ୍କ ଜୀବନେ ଆଜିର ଦିନଟି ହସ ଖୁସିରେ କଟିଯାଉ।


                     ||℅||    ଶୁଭ ଦୀପାବଳି    ||℅||

Comments