ବରଷା ଝଡି ଲୋ ବରଷା ଝଡି ଦୀପାବଳି ମୋର ଦେଲୁ ଓଜାଡ଼ି

☔☔☔ବରଷା ଝଡି ଲୋ ବରଷା ଝଡି

ଦୀପାବଳି ମୋର  ଦେଲୁ ଓଜାଡି🎆🎆🎆

🌙🌙ରାତିରୁ ଢାଳୁଛୁ ମେଘ ଅସାରି🌂🌂

💣💣ବାଣ ମୋର ସବୁ ଗଲା ଫୁସୁରି😭😭

🚀🚀ରକେଟ୍ ବାଣ ମୋ ତାଳ ଫଟକା💥💥

📍📍ଲଙ୍କାଚିଆ ଆଉ ଶୂନୁ ଫଟକା🎇🎇

🐌🐌ତେଲୁଗୁଣି ମୋର ମୁଣ୍ଡ ପିଟିଲାଣି🐞🐞

🍯🍯କୁମ୍ପି ଗଲାଣି ମୋ ଗଡି🍮🍮

☔☔ବରଷା ଝଡିଲୋ ବରଷା ଝଡି🌂🌂

♨♨ଝରଝରି ମୋର ରୁଷି ଗଲାଣି👺👺

🎇🎇ଧପଧପି ମୋର ଲିଭି ଗଲାଣି👹👹

💣💣ନଡିଆ ବଅମ ମନ ଊଣାକରି

କବାଟ କିଳିକି ଶୋଇ ଗଲାଣି🏠🏠

ଗଡମା ବାଣକୁ ଚାହିଁ ହଉ ନାହିଁ😠😠

😭😭ଲୁହରେ ବାଣ ମୋ ଭେଦି ଗଲାଣି

ବରଷା ଝଡିଲୋ ବରଷା ଝଡି☔☔

🌆🌆ସଂଧ୍ୟା ସୁଧା ବେଗେ ଯାଆ ତୁ ଛାଡି😃😃

Comments